Kunakuninka Gapabahi

Kunakuninka Gapabahi

Kunakuninka Gapabahi
Format
Audiobook
Listen anywhere
$3.34
Support the people who made thisYour purchase supports the people who made this work

Description

ସମକାଳୀନ ଓଡ଼ିଆ କବିତାରେ ସୁଖ୍ୟାତ ସୁଚିତ୍ରା ପାଣିଗ୍ରାହୀ ଜଣେ ମନନଶୀଳ ଶିଶୁସାହିତ୍ୟିକା ଭାବେ ମଧ୍ୟ ସୁପରିଚିତା। ସହଜ ଭାବ ଓ ସରଳ ଭାଷାରେ ସ୍କୁଲପଢ଼ୁଆ ପିଲାଙ୍କ ପାଇଁ ଶିକ୍ଷଣୀୟ ଓ ମନୋରଂଜନଧର୍ମୀ କାହାଣୀ ରଚିବାରେ ରହିଛି ତାଙ୍କର ବିଶେଷ ଦକ୍ଷତା। ଶିଶୁକବିତା ସଂକଳନ 'କୁନାକୁନିଙ୍କ ଗୀତବହି' ଓ ଗଳ୍ପ ସଂକଳନ 'ଉଠା ପଞ୍ଜୁରି' ପରେ 'କୁନାକୁନିଙ୍କ ଗପବହି' ଏ ଦିଗରେ ତାଙ୍କର ତୃତୀୟ ପ୍ରୟାସ। ଚନ୍ଦନ ବନର ଛାଇ, କଥା ଅଛି, ହାତମୁଠାର ଛବି, ଖୋଜୁଚି, ଏତେ ଅଭିମାନ ଭଲନୁହେଁ, ମନମୂର୍ଚ୍ଛନା ଆଦି କବିତା ସଂକଳନର ସ୍ରଷ୍ଟାଭାବେ ସେ ପାଇଛନ୍ତି ଯଥେଷ୍ଟ ପାଠକୀୟ ସ୍ୱୀକୃତି ଓ ସମ୍ମାନ। ଏଥିସହିତ 'ପିଲାମନ ବୁଝେ ମା' ଶିଶୁ ମନସ୍ତତ୍ତ୍ୱ ଆଧାରିତ ଫିଚର ସଂକଳନର ମଧ୍ୟ ସେ ଲେଖିକା।

Product details

Publisher
Storyside IN
Narrated by
Karunakar
Release date
July 12, 2021
Length
1 h 29 min
Total file size
41 MB
Audio
10 chapters
Edition
Unabridged
Copyright
© 2021
ISBN
9789354835643
||