Natara Diary

Natara Diary

Natara Diary
Format
Audiobook
Listen anywhere
$7.56
Support the people who made thisYour purchase supports the people who made this work

Description

'ନଟ କିଏ ମୁଁ ଜାଣିନି। ଡାକିଲେ କିନ୍ତୁ 'ଓ' କରେ। ବେଳେବେଳେ ସ୍ୱପ୍ନରେ ନଟକୁ ଦେଖେ। ଅବିକଳ ମୋ ଭଳି ପୋଷାକ ପିନ୍ଧିଥାଏ। ପାନ ଖାଉଥାଏ। ମୋ ସହ ଲାଗେ, ଯୁକ୍ତି କରେ। କଥା ଅକଥାରେ ଟିକଲ କରେ। ହାରିଗଲେ କାନ୍ଧରେ ହାତ ରଖି ହସି ଦିଏ। ମୋ ଜାଣିବାରେ ମୁଁ ନଟ ସହ କେବେ ବି ଯୁକ୍ତିରେ ଜିତିନି। ସବୁବେଳେ ସେ ମୋତେ ହରାଏ। ବେଳେବେଳେ ଅଭିମାନରେ ପଚାରିଛି- ମୋତେ ହରାଇ ତୁମେ ଖୁସି ହୁଅ ନା! ସେ ହଁ କରେ। ମୁଚୁକୁନ୍ଦି ମାରି କହେ- ହାରିଲ ବୋଲି ଭାବୁଛ କାହିଁକି ଯେ! ମଣିଷଟେ କେମିତି ହାରିବ ହୋ? ହାରିବା ନେଇ ତା' ଜୀବନ ପା' ଗଢା। ଯେ ହାରିବା ନେଇ ଜନ୍ମ ହୋଇଚି ସେ ପୁଣି ଆଉ ହାରିବ କଣ? ସେଇ ହାରିଛି ବୋଲି ତ ସେ ଜିତିବାର ସ୍ୱପ୍ନ ନେଇ ରାସ୍ତା ଚାଲୁଛି। ସବୁ ପରାଜୟ, ବାଧା ହିଁ

Product details

Publisher
Storyside IN
Narrated by
Hrudananda Sahoo
Release date
May 12, 2021
Length
5 h 59 min
Total file size
165 MB
Audio
44 chapters
Edition
Unabridged
Copyright
© 2021
ISBN
9789354340178
||
Recommendations